ମା ମାଣ୍ଡା ୱେବସାଇଟ୍ତା ମିଙ୍କା ସାଗତ କିଦାବା ଇବା ମା ବେରୁଣନି ପେଣ୍ମି,କାତା,ବିଡିଓ,ପଟ,ୱିଜା ୱେଞ୍ଜିର୍ ଆରେ ହୁଡ଼୍ଦିର୍।ଇ ୱେବସାଇଟ୍ ତିକ୍ ଡାଉନ୍ଲଡ଼୍ କିଦେକ୍ ତିନାବାକେଟ୍ ମାନି ବୁତାମ୍କା ମିସାଦ୍।ଇନାହ୍ଗି ଇମେ ଇବାନି ୱିଜାତିଗ୍ ହୁଡ଼୍ଦିର୍ ଆରେ ପୁଞ୍ଜିର୍।
ନିଞ୍ଜ୍ନି ବାକ୍ୟ
ସେଥିରେ ଶୟତାନ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରକୁ ରୁଟି ହେବା ପାଇଁ ଆଜ୍ଞା ଦିଅ। ଯୀଶୁ ତାହାକୁ ଉତ୍ତର ଦେଲେ, “ପବିତ୍ର ଶାସ୍ତ୍ରରେ ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ।’ ”
Luke 4:3